★ 17/01/2023 ରୁ Offline ଆବେଦନ ବନ୍ଦ କରାଯାଇଛି। ★★ Form-A / Form-C / Form-D କେବଳ Online ମାଧ୍ୟମରେ ଦାଖଲ କରିବା ଅନିବାର୍ୟ। ★★★ ଲାଭୁକମାନଙ୍କୁ ନକଲି / ଭ୍ରମକାରୀ ବିଜ୍ଞାପନରେ ପ୍ରଭାବିତ ନହେବାକୁ ଅନୁରୋଧ କରାଯାଉଛି। ନକଲି / ପରିବର୍ତ୍ତିତ / ଭୁଲ ଡକ୍ୟୁମେଣ୍ଟ ଅପଲୋଡ୍ କଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ★ 17/01/2023 ରୁ Offline ଆବେଦନ ବନ୍ଦ କରାଯାଇଛି। ★★ Form-A / Form-C / Form-D କେବଳ Online ମାଧ୍ୟମରେ ଦାଖଲ କରିବା ଅନିବାର୍ୟ।
Mandala Decoration Left
Mandala Decoration Right
CHHATA ODISHA
Community Harnessing & Harvesting Rainwater Artificially from Terrace to Aquifer
🌧  Rooftop Rainwater Harvesting Scheme
Shri Mohan Charan Majhi, Chief Minister of Odisha
📢 ଭୁବନେଶ୍ୱର-୧ ବିଭାଗରେ CHHATA ଯୋଜନା ଅଧୀନରେ Form-A ଆବେଦନ ପୁନର୍ମୁକ୍ତ କରାଯାଇଛି। ★★ ଆବେଦନଗୁଡିକୁ ପ୍ରଥମେ ଆସିବେ – ପ୍ରଥମେ ପାଇବେ (First-come, first-served) ଆଧାରରେ ଗ୍ରହଣ କରାଯିବ। ★★ ୪୫୦ଟି ଆବେଦନ ଗ୍ରହଣ ହେବା ପରେ ଆବେଦନ ଜନେଲା ପୁନର୍ବାର ବନ୍ଦ କରାଯିବ। ★★★ ଆବେଦକମାନଙ୍କୁ ଅସୁବିଧା ଏଡାଇବା ପାଇଁ ସତ୍ୱର ଆବେଦନ କରିବାକୁ ପରାମର୍ଶ ଦିଆଯାଉଛି। 📢 ଭୁବନେଶ୍ୱର-୧ ବିଭାଗରେ CHHATA ଯୋଜନା ଅଧୀନରେ Form-A ଆବେଦନ ପୁନର୍ମୁକ୍ତ କରାଯାଇଛି।

"CHHATA"

Community Harnessing and Harvesting rainwater Artificially from Terrace to Aquifer

( A scheme devised for Ground water recharge and sustenance for the next generation )

  • Scheme Highlights

  • Adopting Rooftop Rain water Harvesting System in Government & Private buildings for Ground Water Recharge & Storage.
  • Harvested rainwater can be utilised to cater daily need of water.
  • A maximum of Rs 55,000/-(Rupees fifty five thousand ) only can be availed as Government subsidy by adopting Rooftop Rain water Harvesting System in the Private buildings under this scheme.
  • "CHHATA" Scheme is valid for 5 years beginning from financial year 2022-23 to 2026-27.
  • "CHHATA" scheme is being implemented in 27nos. of towns(Urban Local Bodies) & 52 nos of water stressed blocks of Odisha.
  • ଆବେଦନ କରିବାକୁ ଏଠାରେ ଲଗ୍ ଇନ୍ କରନ୍ତୁ

  • ଯୋଜନାର ବିଶେଷତ୍ୱ

  • ଭୂତଳ ଜଳର ପୁନଃଭରଣ ଓ ସଂରକ୍ଷଣ ପାଇଁ ସରକାରୀ ଓ ବେସରକାରୀ କୋଠା ଗୁଡିକରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା।
  • ଦୈନିକ ଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅମଳ ହୋଇଥିବା ବର୍ଷାଜଳକୁ ବ୍ୟବହାର କରାଯାଇପାରିବ ।
  • ଏହି ଯୋଜନା ଅଧୀନରେ ଘରୋଇ କୋଠାଗୁଡ଼ିକରେ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରି ସର୍ବାଧିକ 55,000/- ଟଙ୍କା କେବଳ ସରକାରୀ ସବସିଡି ଭାବେ ପାଇପାରିବେ ।
  • "CHHATA" ଯୋଜନା 2022-23 ଆର୍ଥିକ ବର୍ଷରୁ 2026-27 ପର୍ୟ୍ୟନ୍ତ 5 ବର୍ଷ ପାଇଁ ବୈଧ ।
  • "CHHATA" ଯୋଜନା ଓଡ଼ିଶାର 27 ଟି ସହର ଏବଂ 52 ଟି ଜଳ ଚାପଗ୍ରସ୍ତ ବ୍ଲକଗୁଡିକ ରେ କାର୍ଯ୍ୟକାରୀ ହେଉଛି ।

Reviews